Saturday, February 1, 2014

ବୋଉ ର ମନ କଥା

ବୋଉ ର ମନ କଥା
ଭୁଲ୍ କଲେ ତୁ କାନ ଧରେ ମୁଁ ଦୋଷ କଲେ ତୁ ଦଣ୍ଡ ପାଏ ମୁଁ
କଷ୍ଟ ଯେବେ ହୁଏ ତୋତେ
ଛଟ୍ ପଟ ହୁଏ ମୁଁ

ଦୁରେ ଯେବେ ଯାଉ ତୁ
ପଲକ ପଡ଼େ ନି ମୋରୋ
ଅପଲକ ନୟନେ ଭାଲୁଥାଏ ନିତି ଫେରିବା ବାଟକୁ ତୋରୋ
...


କବୟତ୍ରୀ : ସୁଶ୍ରୀ ନିବେଦିତା ଗିରୀ 

No comments :

Post a Comment