ନିଷ୍କପଟ ହୃଦୟର ଅମାନିଆ ପ୍ରୀତି
ସୁରଭିରେ ଭରୁଥିବା ଫୁଲଟେ ଯେମିତି
ପତ୍ରଝଡା ଦିନେ ଲାଗ ବୈଶାଖୀର ତାତି
କେବେ ହୁଏ ଉଲ୍ଲସିତ କେବେ ଜାଗେ ଭୀତି ।
କବି : ଶ୍ରୀ ପ୍ରଶାନ୍ତ କୁମାର ଦାଶ

ସୁରଭିରେ ଭରୁଥିବା ଫୁଲଟେ ଯେମିତି
ପତ୍ରଝଡା ଦିନେ ଲାଗ ବୈଶାଖୀର ତାତି
କେବେ ହୁଏ ଉଲ୍ଲସିତ କେବେ ଜାଗେ ଭୀତି ।
କବି : ଶ୍ରୀ ପ୍ରଶାନ୍ତ କୁମାର ଦାଶ

No comments :
Post a Comment